#ଦାଦନ_ଦୁଃଖର_ଛାତିଥରା_କାହାଣୀ….
#ଭିଡିଓ_କଲ୍_କରି_ପିଟି_ପିଟି_ମାରିଦେଲେ
ଦାଦନ ଯାତନାର ଛାତିଥରା କାହାଣୀ। ଭିଡିଓ କଲ୍ କରି , ପିଟି ପିଟି ମାରିଦେଲେ। ତାମିଲନାଡୁରୁ ଗଜପତିକୁ ମୃତଦେହ ଆଣିବାକୁ ସରକାରଙ୍କୁ ପରିବାରର ନିବେଦନ। ଦାଦନ ପ୍ରବଣ ଜିଲ୍ଲାରେ ଯନ୍ତ୍ରଣା ଜର୍ଜରିତ ପୁଳା ପୁଳା କାହାଣୀ।
#ArgusNews #Labour #punishment #OdishaGovt #Odisha