#ପରିବାର_ପ୍ରବାସୀ_ଭୋଟଚିନ୍ତା
ଓଡିଶା ପରିବାର ନିର୍ଦ୍ଦେଶାଳୟ ଗଠନ ନିଷ୍ପତ୍ତିକୁ ନେଇ ତେଜିଲା ବିବାଦ । ରାଜ୍ୟରେ ରୋଜଗାର ନଦେଇ କେମିତି ପ୍ରବାସୀ ଶ୍ରମିକଙ୍କ ସହ ସାଂସ୍କୃତିକ ଭାବେ ଯୋଡିହେବେ ସରକାର ? ବିରୋଧୀ କହିଲେ, ଦଳୀୟ କାର୍ଯ୍ୟକ୍ରମକୁ ସରକାରୀ ସ୍ବୀକୃତି
#ArgusNews #dadanlabour #Vote #Immigration #skilldevelopment #OdishaGovt #election #Odisha