କୃଷି ବିଜ୍ଞାନରେ ସ୍ନାତ୍ତକ କରିବା ପରେ ଚାକିରୀ ପଛରେ ନ ଧାଇଁ ପିପିଲି ତେଇଶିପୁର ପଂଚାୟତ ଆଲିଶା ଗାଁର ମନୋଜ କୁମାର ମହାନ୍ତି ୨୫ ଗାଈଙ୍କୁ ଏକ ଫାର୍ମ ପ୍ରତିଷ୍ଠା କରିଛନ୍ତି । ଏଠାରୁ ଦୈନିକ ୨୪୦ ଲିଟର କ୍ଷୀର ଉତ୍ପାଦନ ହେଉଥିବା ବେଳେ ୪ ଜଣଙ୍କୁ ନିଯୁକ୍ତ ଦେବା ସହିତ ଲୋକଙ୍କୁ ଯୋଗାଉଛନ୍ତି ଶୁଦ୍ଧ କ୍ଷୀର ।
#ArgusNews #Odisha #ArgusNewsTV #CowFarming #DairyFarming #CowMilk #Pipili #Puri #GoodNews