#ଭୁବନେଶ୍ବରରେ_ପହଞ୍ଚିଲା_ଡାକୋଟା_ବିମାନ !
ସେପଟେ ଡାକୋଟାକୁ ନେଇ ଚମକାଇଲା ଭଳି ତଥ୍ୟ ରଖିଲେ ଗବେଷକ !
ଇଣ୍ଡୋନେସିଆରୁ ଡାକୋଟାରେ ସୁକର୍ଣ୍ଣୋଙ୍କୁ ଭାରତ ଆଣିନଥିଲେ ବିଜୁ ପଟ୍ଟନାୟକ । ୨୦୧୦ରୁ କୋଲକାତା ଏୟାରପୋର୍ଟ ଅଥେରିଟିଙ୍କ ବାରମ୍ବାର ଚିଠି ପରେ ବି ଓଡିଶା ଆଣିବା ପାଇଁ ଆଗ୍ରହ ଦେଖାଇନଥିଲେ ବିଜେଡି ସରକାର
#ArgusNews #Dakota #OdishaGovt #BujuPattnaik #Odisha