ରାଜ୍ୟ ସରକାର ଦମନ ଚଳଚିତ୍ର ଉପରୁ ସେବା କର ଛାଡ଼ କରିଥିବା ବେଳେ ଯାଜପୁର ଜିଲ୍ଲା ଧର୍ମଶାଳା ଜାରକା ରେ ଥିବା K1 ଟକିଜ ରେ ଦମନ ଦେଖନ୍ତୁ ଦମ ବିରିୟାନୀ ଖାଆନ୍ତୁ ଭଳି ପ୍ରୟାସ କୁ ସାଧାରଣ ରେ ଖୁବ ପ୍ରଶଂସା କରାଯାଉଛି I K1 ଟକିଜ ରୁ ଦମନ ଦେଖି ଦମ ବିରିୟାନୀ ର ମଜା ନେଉଥିବା ଦର୍ଶକ କଣ କହୁଛନ୍ତି I
#ArgusNews #Jajpur #Daman #odiamovie #Biryani #babushaanmohanty #Odisha Babushaan Mohanty Amara Muzik Odia