ଓଡ଼ିଆ ଫିଲ୍ମ ଦମନର ଅଦ୍ଭୂତପୂର୍ବ ସଫଳତା ପରେ ଜିଲ୍ଲାରେ ପହଞ୍ଚିଛନ୍ତି ଦମନ ଫିଲ୍ମର ଡ଼ାଇରେକ୍ଟର ଓ ପ୍ରଡୁସର । ଉପାନ୍ତ ଅଂଚଳର ସ୍ୱାସ୍ଥ୍ୟ ସେବାର ଚିତ୍ର ଓ ସ୍ୱାଭିମାନ ଅଂଚଳର ଅତୀତକୁ ଫିଲ୍ମରେ ଦର୍ଶାଯାଇଥିବା ବେଳେ ଆଜି ସ୍ୱାଭିମାନ ଅଂଚଳର ବଡ଼ପଡା ଠାରେ ଫିଲ୍ମକୁ ପ୍ରୋଜେକ୍ଟର ସାହାଯ୍ୟରେ ଅଞ୍ଚଳ ବାସୀଙ୍କୁ ଦେଖାଇବାର ଯୋଜନା କରାଯାଇଛି ।
#ArgusNews #Daman #OdiaFlim #director #producer #Malkangiri #Odisha