ପୁରୀ ପୌରସଦନରେ ହାଉସଫୁଲରେ ଦମ ଦେଖାଉଛି ଦମନ
ରିଲିଜର ୭୫ ଦିନପରେ ବି ଫିଲ୍ମର ରହିଛି ସ୍ୱତନ୍ତ୍ର କ୍ରେଜ । ସିନେମା ଦେଖିବାକୁ ସିନେପ୍ରେମୀଙ୍କ ମନରେ ଏବେବି ରହିଛି ଉତ୍କଣ୍ଠା।
#ArgusNews #daman #PanoramaStudios #BabushaanMohanty #AmaraMuzikOdia #JPmotionPictures #HindiTrailer #HindiDubbing #Odisha