ଦୀର୍ଘ ୨ ବର୍ଷ ପରେ ଦୁର୍ଗାପୂଜା ଅବସରରେ ଦାଣ୍ଡିଆ ନୃତ୍ୟ ଉପଭୋଗ କରିବେ ଭୁବନେଶ୍ୱରବାସୀ। ଆସନ୍ତା ୨୬ରୁ ମେ-ଫେୟାରରେ ଆରମ୍ଭ ହେବ ‘ଦାଣ୍ଡିଆ ରାସ-୨୦୨୨। ମେ-ଫେୟାର ଓ ଏଂଟରଟେନ୍ ଇଭେନ୍ଟ୍ସ ଆଣ୍ଡ ପ୍ରମୋସନ୍ସ ମିଳିତ ଭାବେ ୧୦ ଦିନ ବ୍ୟାପୀ ଏହି ଦାଣ୍ଡିଆ କାର୍ଯ୍ୟକ୍ରମ ଆୟୋଜନ କରୁଛନ୍ତି।
#Bhubaneswar #dandiya #mayfair #durgapuja #Odisha #ArgusNews