#ବାଲିଘାଟରେ_ମାଫିଆରାଜ୍
#ବାଲେଶ୍ବରରେ_ଦରମରା_ଆଇଏଏସ_ଅଫିସର
ବାଲେଶ୍ବରରେ ନୃଶଂସତାର ସବୁ ସୀମା ଟପିଗଲେ ବାଲି ମାଫିଆ । ଦହପଡ଼ା କଣ୍ଟାବଣିଆ କସବା ବାଲି ସଇରାତ ଅଞ୍ଚଳରେ ଉପଜିଲ୍ଲାପାଳ କୁନାଲ ମୋତିରାମ ଚୌହାନଙ୍କୁ ମରଣାନ୍ତକ ଆକ୍ରମଣ । ବାଲି ମାଫିଆଙ୍କ ପ୍ରକୋପରୁ ବର୍ତ୍ତିଲେନି ଉପଜିଲ୍ଲାପାଳଙ୍କ ଡ୍ରାଇଭର ଓ ପିଏସଓ
#ArgusNews #SandMafia #IASOfficer #Balasore #Odisha