#ସ୍ବାସ୍ଥ୍ୟ_କେନ୍ଦ୍ରରେ_ନାହାଁନ୍ତି_ଡାକ୍ତର
#ଲୋକେ_ପାଉନାହାଁନ୍ତି_ସ୍ବାସ୍ଥ୍ୟସେବା
ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ ବୁଡ଼ାଗୁଡ଼ା ଠାରେ ସ୍ଥାପିତ ହୋଇଛି ଏହି ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର । କିନ୍ତୁ ଆଜି ପର୍ଯ୍ୟନ୍ତ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ ସ୍ଥାୟୀ ଡାକ୍ତର ନିଯୁକ୍ତ ହୋଇନାହାନ୍ତି । କେତେବେଳେ ଫାର୍ମାସିଷ୍ଟ ତ କେତେବେଳେ ସ୍ୱାସ୍ଥ୍ୟକର୍ମୀ ଙ୍କ ଦ୍ଵାରା ଚିକିତ୍ସା କରାଯାଉଛି ।
#ArgusNews #Daringbadi #healthcare #PrimaryHealthCenter #doctor #pharmacists #Odisha