କେନ୍ଦ୍ର ରେଳ ଏବଂ ଟେକ୍ସଟଆଇଲ ରାଷ୍ଟ୍ରମନ୍ତ୍ରୀ ଦର୍ଶନା ଜାର୍ଦୋଷଙ୍କ ନିମାପଡା ଗସ୍ତ I ରାଷ୍ଟମନ୍ତ୍ରୀଙ୍କ ଗ୍ରସ୍ତ ସମୟରେ ବିଜେପି ପୁରୀ ଜିଲ୍ଲା ସଭାପତି ଆଶ୍ରିତ ପଟ୍ଟନାୟକ ଓ ବିଜେପି ରାଜ୍ୟ ଉପାସଭାନେତ୍ରୀ ପ୍ରଭାତୀ ପରିଡା ପ୍ରମୁଖ ଫୁଲତୋଡ଼ା ଦେଇ ରାଷ୍ଟମନ୍ତ୍ରୀ ଙ୍କୁ ସ୍ୱାଗତକରିଥିଲେ I ରାଷ୍ଟମନ୍ତ୍ରୀ ପତିତପାବନ ମିଠା ଦୋକାନରେ ବସି ଛେନାଝିଲି ଖାଇ ପ୍ରଶଂସା କରିବା ସହ କାରିଗରକୁ ଫୁଲତୋଡ଼ା ଦେଇ ସମ୍ବର୍ଦ୍ଧିତ କଲେ l
#ArgusNews #DarshanaJardosh #odishatour #Nimapada #Odisha