ଜଗାଦୁଆରେ ଦଶାବତାର !
ଶ୍ରୀକ୍ଷେତ୍ର ସାହିଯାତରେ ନିଜର ପରମ୍ପରା ଓ କଳାକୁ ଦରଖାଉଥିବା ଦଶାବତାର ରୂପ ଧାରୀ ସାହି ଭେଣ୍ଡିଆ ସିଂହଦ୍ୱାରରେ ନୃତ୍ୟ ପରିବେଷଣ କରିବା ସହ କଳାଠାକୁରଙ୍କ ସାନ୍ନିଧ୍ୟ ନେଇଛନ୍ତି
#ArgusNews #Puri #JagannathTemple #JagannathDevotee #Odisha