ଶେଷରେ ନ୍ୟାୟ ପାଇଁ ଧାରଣାରତା ବୋହୂ ସସ୍ମିତା ଶଶୁର ଘର ତାଲା ଭାଙ୍ଗି ଘର ଭିତରେ ପ୍ରବେଶ କଲେ। ଦୀର୍ଘ ୯ ଦିନ ନିଜର ହକ୍ ପାଇଁ ନ୍ୟାୟ ପାଇବା ଆଶାରେ ନିଜ ଶ୍ଵଶୁର ଘର ଆଗରେ ଧାରଣାରେ ବସିବା ପରେ ତାଲା ଭାଙ୍ଗି ଘରେ ପସିଛନ୍ତି ସସ୍ମିତା...।
#ArgusNews #daughterinlaw #protest #justice #Cuttack #Odisha