ଡିସିବି ପ୍ରିମିଅର ଲିଗ ସିଜନ- ୧ ଉଦଯାପିତ। ଭୁବନେଶ୍ୱର ରେଲୱେ ଷ୍ଟାଡିଅମ, ମଞ୍ଚେଶ୍ୱର ଠାରେ ଡିସିବି ପ୍ରିମିଅର ଲିଗ ସିଜନ ୧ କର୍ପୋରେଟ କ୍ରିକେଟ ଟୁର୍ଣ୍ଣାମେଣ୍ଟ ପ୍ରାୟ ଦେଢ଼ ମାସ ଧରି ଚାଲିଥିବା ବେଳେ ଆଜି ଉଦଯାପିତ ହୋଇଯାଇଛି...l
#ArgusNews #DCBPremierLeague #crickettournament #Bhubaneswar #odisha