ଆଗକୁ ଆସୁଛି ପାର୍ବଣ ଋତୁ । ଭୁବନେଶ୍ୱର ପୋଲିସ ପକ୍ଷରୁ କ୍ରିମିନାଲ ଆକ୍ଟିଭିଟି ଉପରେ ନଜର ରଖାଯିବା ସହ ପ୍ରତ୍ୟେକ ପୋଲିସ ଥାନାରେ ଏକ ସ୍ୱତନ୍ତ୍ର ଟିମ ଗଠନ କରାଯାଇ ଏହି ସବୁ ଗତିବିଧି ଉପରେ ନଜର ରଖାଯାଇଛି : ଭୁବନେଶ୍ୱର ଡିସିପି ପ୍ରତୀକ ସିଂ
#Bhubaneswar #DCP #PrateekSingh #PressMeet #ArgusNews