ଶବାବୁହା ଆମ୍ବୁଲାନ୍ସ ନ ମିଳିବାରୁ ଶେଷରେ ସମ୍ପର୍କୀୟମାନେ ଦୀର୍ଘ ୪ କିଲୋମିଟର ଦୂର ଶବକୁ ବହି ରାସ୍ତାରେ ଚାଲି ଚାଲି ଯାଉଥିବା ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି। ଏଭଳି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ।
#Koraput #DeathCase #ambulance #bodycarried #Odisha #ArgusNews