ଇଏ ହେଉଛନ୍ତି ଜଣେ ଷ୍ଟାର !
ପରିଶ୍ରମ ବଳରେ ପ୍ରତିକୂଳ ପରିସ୍ଥିତିକୁ ମାତ ଦେଇଥିବା ଜଣେ ଯୋଦ୍ଧା, ପୁଣି ଅଜସ୍ର ମନୋବଳ ଆଉ ଅସୀମ ଆତ୍ମବିଶ୍ବାସ ଥିବା ଜଣେ ଜୀବନ୍ତ ଉଦାହରଣ । ଇଏ ହେଉଛନ୍ତି କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ଗୋବିନ୍ଦପୁର ପଞ୍ଚାୟତର ରାଜେଶ ମୁଦୁଲି। ଓଡ଼ିଶା ମୁକ ବଧିର କ୍ରିକେଟ ଟିମର ଖେଳାଳି ହେଉଛନ୍ତି ରାଜେଶ। ଏକମାତ୍ର ଓଡ଼ିଆ ଖେଳାଳି ଭାବେ ଭାରତୀୟ ମୁକ ବଧିର ଦଳରେ ପାଇଛନ୍ତି ସ୍ଥାନ। ଯାହାକୁନେଇ ପୁରା ପରିବାର ଆଖିରେ ସୁଖାଶ୍ରୁ
#ArgusNews #cricketer #deafanddumb #Cricketplayer #Cuttack #Odisha