ରେଭେନ୍ସା ବିଶ୍ୱବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ଛାତ୍ରଛାତ୍ରୀ ବିରୋଧୀ ନୀତିକୁ ବିରୋଧ କରି କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଆମରଣ ଅନଶନରେ ବସିଲେ ଛାତ୍ରଛାତ୍ରୀ। ବିନା କୌଣସି କାରଣରେ କଲେଜ କ୍ୟାମ୍ପସ ଗେଟ ଖୋଲିବା ବନ୍ଦ କରିବା ନିଷ୍ପତ୍ତିକୁ ବିରୋଧ କରି ଛାତ୍ରଛାତ୍ରୀମାନେ ଆମରଣ ଅନଶନ କରିଛନ୍ତି।
#Cuttack #ravenshawuniversity #deathhungerstrike #Odisha #ArgusNews