#ବିଧାନସଭାରେ_ଦେଓମାଳି_ପ୍ରସଙ୍ଗକୁ_ହୋ_ହଲ୍ଲା
ଦେଓମାଳି ଓଡ଼ିଶାର ରେଭିନ୍ୟୁ ଓ ଜଙ୍ଗଲ ବିଭାଗ ଖାତାରେ ନଥିବା ନେଇ ବିଧାନସଭାରେ ପର୍ଯ୍ୟଟନ ମନ୍ତ୍ରୀ ଅଶ୍ବିନି ପାତ୍ରଙ୍କ ମନ୍ତବ୍ୟକୁ ନେଇ କଂଗ୍ରେସର କ୍ଷୋଭ । କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି କହିଛନ୍ତି, ଗୋଟେ ପଟେ ଆନ୍ଧ୍ର କୋଟିଆକୁ ନେବା ପାଇଁ ବିଭିନ୍ନ ପ୍ରକାର ଯୋଜନା କାର୍ଯ୍ୟକାରୀ କରୁଛି । ଦେଓମାଳିରେ ଆନ୍ଧ୍ର ଆଧିକରି ମାନେ ବୁଲୁଛନ୍ତି ।
#DeomaliMountain #Assembly #OdishaGovt #AndhraPradesh #ArgusNews