ପାରାଦୀପ ଭାରତୀୟ ତୈଳ ବିଶୋଧନାଗାର ପଛପଟ ଗେଟ ପାଖରେ ହରିଣ ମୃତ୍ୟୁ । ମୃତ ହରିଣ ଟିକୁ ବୁଲା କୁକୁର ଭିଡି ନେଉଥିବା ବେଳେ ସ୍ତାନୀୟ ଲୋକ ଏହା ଦେଖି ମୃତ ହରିଣର ମୃତ ଦେହକୁ ଉଦ୍ଧାର କରିଥିଲେ ।
#ArgusNews #deer #deaddeer #rescued #incident #Paradip #Odisha