ସାଙ୍କେତିକ ରଥଯାତ୍ରାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧନଙ୍କ ପୂଜାର୍ଚନା। ନୂଆଦିଲ୍ଲୀ ହଜଖାସ୍ ଜଗନ୍ନାଥ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଛି ସାଙ୍କେତିକ ରଥଯାତ୍ରା । ବିଶ୍ୱ ବାସିଙ୍କ ନିରାମୟ ଓ ସୁସ୍ଥ ଜୀବନ ପାଇଁ ପ୍ରାର୍ଥନା କଲେ କେନ୍ଦ୍ରମନ୍ତ୍ରୀ ।
#DhramendraPradhan #ArgusNews #ArguNewsTV #RathaJatra2021 #RathaJatra #DelhiRathaJatra