ପିଶାଚୀ ମାଆର ଜଘନ୍ୟ କାଣ୍ଡ । ୨ବର୍ଷର ଶିଶୁକନ୍ୟାକୁ କଚାଡ଼ି ମାରିଲା । ମୟୂରଭଞ୍ଜ ବେତନଟୀ ଥାନା ପୁରୁଣା ଲଙ୍ଗଳକଟା ଗ୍ରାମରେ ଘଟିଛି ଏହି ଘଟଣା । ଘର ସାମ୍ନାରେ ଖେଳୁଥିବା ସମୟରେ ଛୁଆଟିକୁ ଉଠାଇନେଇଥିଲା ଅଭିଯୁକ୍ତ ମହିଳା । ସେଠାରେ ଛୁଆଟିକୁ କଚାଡୁଥିବା ସମୟରେ ଗାଁ ର ଜଣେ ମହିଳା ଦେଖି ତୁରନ୍ତ ଉଦ୍ଧାର କରିଥିଲେ ଏବଂ ଅଭିଯୁକ୍ତ ମହିଳାକୁ ଘରକୁ ଧରି ଆଣିଥିଲେ ।
#BreakingNews #Mayurbhanj #mother #Odisha #ArgusNews