ମଶାଙ୍କ କବଜାରେ କଟକ
କଲବଲ ହେଲେଣି ସହରବାସୀ । ମଶା ଦାଉରୁ ରକ୍ଷା ପାଇଁ ତ୍ରାହି ତ୍ରାହି ଡାକୁଛନ୍ତି ସିଲଭର ସିଟି ବାସୀ। ଯାହାକୁ ନେଇ ଅଭିନବ ଢ଼ଙ୍ଗରେ ପ୍ରତିବାଦ କରିଛନ୍ତି କଟକ ମହାନଗର ନିଗମର ୨୬ ନମ୍ବର ବିଜେପି କର୍ପୋରେଟର ଗଗନ ଓଝା।
#ArgusNews #dengue #SilverCity #CMC #protest #Corporators #mosquito #odisha