ଆପଣଙ୍କ ହ୍ୟୁମାନ ସାଗର ଏଯାଏଁ ବିବାଦରେ ଅଛି । କିନ୍ତୁ ଯେତେ ବିବାଦ ଆସୁ, ଯେତେ କଷ୍ଟ ଆସୁ ଆପଣ ମାନଙ୍କ ପାଇଁ ନିଶ୍ୱାସ ଚାଲୁଥିବା ଯାଏଁ ଗୀତ ଗାଉଥିବି । ଦେବଗଡ ଜିଲ୍ଲା ମହୋତ୍ସବ ମଂଚ ଉପରେ ଏଭଳି କହିଥିଲେ ବିବାଦିୟ ଓଲିଉଡ ସିଙ୍ଗର ହ୍ୟୁମାନ ସାଗର ।
#ArgusNews #deogarhfestival #humanesagar #Controversy #Allegation #Odisha