#ଜଳଶୂନ୍ୟ_ଗୋହିରା_ଡ୍ୟାମ !
ଚଳିତ ବର୍ଷ ମୌସୁମୀ ବର୍ଷା ଅଭାବ ର ପ୍ରଭାବ ଜଳଭଣ୍ଡାର ଗୁଡିକ ଉପରେ ପଡିଛି । ଦେବଗଡ଼ ଜିଲ୍ଲା ଗୋହିରା ଜଳଭଣ୍ଡାର ପ୍ରକଳ୍ପ ଶୁଖିଲା ପଡ଼ିଛି । ଜଳଭଣ୍ଡାର ମାଟି ଫାଟି ଆଁ କରିଛି । ଚଳିତ ବର୍ଷ ବର୍ଷା ଅଭାବରୁ ଏଭଳି ସ୍ଥିତି ଦେଖିବାକୁ ମିଳିଛି
#Deogarh #Dam #Waterproblem #GohiraDam #Rain #Odisha #ArgusNews