ଝାରସୁଗୁଡାରେ ଜାମତାରା ଗ୍ୟାଙ୍ଗ । ଲୋକଙ୍କ ଲୋଭ ଦେଖାଉଛନ୍ତି, ଅନଲାଇନରେ ଲୁଟୁଛନ୍ତି । ଏଭଳି ଏକ ଗ୍ୟାଙ୍ଗର ପର୍ଦ୍ଦାଫାଶ କରିଛି ଦେବଗଡ଼ ପୋଲିସ । ଅନଲାଇନ ଲୁଟ୍ ଘଟଣାରେ ଛାନଭିନ କରି ୭ ଜଣଙ୍କୁ ଗିରଫ କରିବା ପରେ ସତ ପଦାକୁ ଆସିଛି ।
#ArgusNews #Deogarh #Jamataragang #kbcfroud #Robbing #Policearrested #Odisha