#ହକ୍_ଜାହିର_କରିବାରୁ_ହତାଦର
ବାଲେଶ୍ଵର ବସ୍ତା ବ୍ଲକ ଗୋହିରାଗଡ଼ିଆ ଗ୍ରାମର ୨୦ ନମ୍ଵର ୱାର୍ଡସଭ୍ୟା ଗିରିଥ ସୋରେନ୍ । ଗ୍ରାମବାସୀଙ୍କ ବିରୋଧ ସତ୍ତ୍ବେ ପଞ୍ଚାୟତ ନିର୍ବାଚନ ଲଢ଼ିଲେ । ଆଉ ଏବେ ତାର ପରିଣାମ ଭୋଗୁଛନ୍ତି ।
#Balasore #WardMember #villagers #Odisha #ArgusNews