କଟକ ଜିଲ୍ଲା ଟାଙ୍ଗିଚୌଦ୍ଵାର ବ୍ଲକ ରେ ଜୋର ଧରିଲାଣି ପ୍ରଚାର ପ୍ରାର୍ଥୀମାନେ ଏବେ ଭୋଟର ମୁହାଁ ହୋଇଛନ୍ତି। ଆଜିବି ଏହି ଅଞ୍ଚଳର ଲୋକଙ୍କ ପାଇଁ ବିକାଶ ସାତ ସପନ ପାଲଟିଥିବା ବେଳେ ବିଭିନ୍ନ ସମୟରେ ଏଠି ଦୁର୍ନୀତିର ଶିକାର ହୋଇଛନ୍ତି ଲୋକେ। ଦେଖନ୍ତୁ ପୁରା ରିପୋର୍ଟ
#PanchayatElection2022 #OdishaElection2022 #Election2022 #OdishaNirbachan2022 #SarpanchaElection #Odisha #ArgusNews