ଢ଼େଙ୍କାନାଳ କୃଷି ବିଜ୍ଞାନ କେନ୍ଦ୍ର ଓ ଓୟୁଏଟି ଭୁବନେଶ୍ୱର ପକ୍ଷରୁ ଗନ୍ଦିଆ ବ୍ଲକ୍ ବରଦା ଗ୍ରାମରେ ଏକ କୃଷକ ମେଳା ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଶୁ ଶକ୍ତିର ଉପଯୋଗ କରି କିଭଳି ଭାବରେ କୃଷି କ୍ଷେତ୍ରରେ ଉନ୍ନତି ଅଣାଯାଇ ପାରିବ ସେ ସମ୍ବଦ୍ଧରେ ବିଶେଷ ଭାବରେ ଆଲୋଚନା କରାଯାଇଥିଲା।
#Dhenkanal #OUAT #farmersfair #developmentinagriculture #Odisha #ArgusNews