#ବିକାଶ_ଏଠି_ସାତ_ସପନ
ପ୍ରତ୍ୟେକ ବର୍ଷ ରାଜ୍ୟ ସରକାର ଦୁର୍ଗମ ଅଞ୍ଚଳରେ ବିକାଶ ପାଇଁ ମାଳମାଳ ଯୋଜନା ଆଣୁଛନ୍ତି କିନ୍ତୁ ଅଭିଭକ୍ତ କୋରାପୁଟ ଜିଲ୍ଲାରେ ଏହାର ସ୍ଥିତି ସମ୍ପୂର୍ଣ୍ଣ ଅଲଗା । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକର ଶେଷ ମୁଣ୍ଡରେ ରହିଛି ଏହି ଲଙ୍ଗଳା ଅଟ୍ଟାଳ ଗାଁ । ଗାଁ ରେ ପରିବାର ସଂଖ୍ୟା କହିଲେ 100 ରୁ ଅଧିକା ଓ ଜନସଂଖ୍ୟା ପ୍ରାୟ 400 । ବର୍ଷ ବର୍ଷ ଧରି ମୌଳିକ ସମସ୍ୟାକୁ ନେଇ ଅଭିଯୋଗ କଲେ ମଧ୍ୟ ଦାବି ପୂରଣ ହେଉନାହିଁ ।
#koraput #Nabarangapur #development #issues #Odisha #ArgusNews