#ପୁରୀରେ_ବିକାଶ_ଦିଗହରା
ସାଂସଦ ପାଣ୍ଠିରୁ ଖର୍ଚ୍ଚ ହୋଇପାରୁନି ଅର୍ଥ । ସମସ୍ୟା ଅଛି, ହେଲେ ସମାଧାନ ପାଇଁ ନାହିଁ ଆନ୍ତରିକତା । ପୁରୀ ସଂସଦୀୟ କ୍ଷେତ୍ରରେ ଖର୍ଚ୍ଚ ହୋଇପାରୁନି ସାଂସଦ ପାଣ୍ଠି । ୪ ବର୍ଷ ଧରି ପଡ଼ି ରହିଛି ୨ କୋଟି ୧୬ ଲକ୍ଷ ଟଙ୍କା । ୨୮ ବର୍ଷରେ ୭୭ କୋଟି ମଳିଥିବା ବେଳେ ଖର୍ଚ୍ଚ ହୋଇଛି ୬୮ କୋଟି।
#ArgusNews #Puri #development #mpfunds #corruption #Odisha