ଉପାନ୍ତ ଅଂଚଳରେ ଶିକ୍ଷାର ବିକାଶ ପାଇଁ ସରକାରଙ୍କ ପକ୍ଷରୁ ଅନେକ ଯୋଜନା ପ୍ରସ୍ତୁତ କରାଯାଇଛି ସତ କିନ୍ତୁ ସ୍ଥାନୀୟ ପ୍ରଶାସନ ଉପଯୁକ୍ତ ଇଚ୍ଛା ଶକ୍ତି ଅଭାବରୁ ଶିକ୍ଷା ବିଭାଗର ଭବିଷ୍ୟତ ସାଙ୍ଗକୁ ଉପାନ୍ତ ଅଂଚଳର ଛାତ୍ରଛାତ୍ରୀ ଙ୍କ ଭବିଷ୍ୟତ ଅନିଶ୍ଚିତତା ଦିଗକୁ ଠେଲି ହୋଇଯାଇଛି । ଏଭଳି ଏକ ଚିତ୍ର ଆସିଛି ଦୁର୍ଗମ ଅଂଚଳ ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକରୁ ।
#development #villagers #education #OdishaGovt #students #Odisha #ArgusNews #Malkangiri