#ଦେଶରେ_ସ୍ୱାସ୍ଥ୍ୟ_ସେବାର_ବିକାଶ
ଭୁବନେଶ୍ୱର ଏମ୍ସ ପ୍ରଶାସନ ବିଭାଗ, ଏକାଡେମୀ ଅଫ ହସ୍ପିଟାଲ ଆଡ଼ମିଷ୍ଟ୍ରେସନ ଭୁବନେଶ୍ୱର ଶାଖା ଏବଂ ଏକାଡେମୀ ଅଫ ହସ୍ପିଟାଲ ଆଡ଼ମିଷ୍ଟ୍ରେସନର ନୋଇଡା ଶାଖାର ମିଳିତ ପ୍ରୟାସରେ ଭୁବନେଶ୍ୱର ଏମ୍ସ ଠାରେ ସେଫ ଓ ସସଟେନବେଲ ହସ୍ପିଟାଲ 2022 ର ରାଷ୍ଟ୍ରୀୟ ସମିଳନୀ ଅନୁଷ୍ଠିତ ହେବାକୁ ଯାଉଛି ।
#Bhubaneswar #AIMS #healthdevelopment #program #Odisha #ArgusNews