#ଝୁଲା_ପୋଲର_ଚାଲିଛି_ଯାଞ୍ଚ
ଧବଳେଶ୍ବରଙ୍କୁ ସଂଯୋଗ କରୁଥିବା ଝୁଲାପୋଲର ଚାଲିଛି ଯାଞ୍ଚ । PWD ଇଂଜିନିୟର ଇନ ଚିଫ୍ ଙ୍କ ନେତୃତ୍ତ୍ବରେ ପହଞ୍ଚିଲା ପାଞ୍ଚ ଜଣିଆ ବିଶେଷଜ୍ଞ ପ୍ରତିନିଧି ଦଳ । ୧ ତାରିଖ ରୁ ସ୍ଥାନୀୟ ଅଞ୍ଚଳରେ ବଳବତ୍ତର ରହିଛି ୧୪୪ଧାରା ।
#dhabaleswar #hangingbridge #checked #pwdengineers #cuttack #odisha #argusnews