#ମନ୍ଦିର_ଛାଡି_ରାଜରାସ୍ତାରେ_ଆନ୍ଦୋଳନ_କରୁଛନ୍ତି_ପୂଜକ_ସମାଜ
ଏଦୃଶ୍ୟ କଟକ ଜିଲ୍ଲା ଆଠଗଡର ପ୍ରସିଦ୍ଧ ଶୈବପୀଠ ବାବା ଧବଳେଶ୍ଵରଙ୍କ ପୀଠର ଦୃଶ୍ୟ । ବଡଓଷା ଠାରୁ ଝୁଲାପୋଲ ମରାମତି ଆଳରେ ଆଜି ପର୍ଯ୍ୟନ୍ତ ବନ୍ଦ୍ ରହିଛା ଦର୍ଶନ । ଦୀର୍ଘଦିନ ହେବ ମନ୍ଦିର ବନ୍ଦ୍ ରହିବା ଯୋଗୁଁ ପୂଜକ ମାନେ ରାଜ ରାସ୍ତାରେ ଆନ୍ଦୋଳନ କରୁଛନ୍ତି ।
#ArgusNews #DhabaleswarTemple #worshipers #Cuttack #Athagarh #HangingBridge #Odisha #protest