ବିଜେଡି ବନାମ ବିଦ୍ରୋହୀ ବିଜେଡି
ବିଜେଡିର 30 ହଜାର ବିଜୟର ଦାବି ବନାମ ରାଜେନ୍ଦ୍ରଙ୍କ ନିଜ ଭୋଟର ଦମ୍ଭୋକ୍ତି । ବିଦ୍ରୋହ ଲଢେଇରେ ବିଜେପିକୁ ଅନୁକମ୍ପାର ମିଳିବ କି ଫାଇଦା ? ନା ବିଜେଡି କ୍ରାଇସିସ୍ ମ୍ୟାନେଜରଙ୍କ ବିଫଳତା ଦଳ ପାଇଁ ଆଣିବ ବିପର୍ଯ୍ୟୟ ?
#Dhamnagar #ByElection #BJP #ElectionCampaign #Opposition #odisha #ArgusNews