#ଧାମନଗର_ରାଜନୀତି_ପାଇଁ_ବଢ଼ୁଛି_ତାତି
ତିନି ପ୍ରମୁଖ ଦଳର ଜୋରଦାର ପ୍ରଚାର । ବିଜେପି ସୂର୍ଯ୍ୟବଂଶୀ ସୂରଜ, ବିଜେଡିର ଅବନ୍ତୀ ଦାସ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କ ଦମଦାର କ୍ୟାମ୍ପନିଂ । ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ବି ସମର୍ଥକଙ୍କୁ ଧରି କରୁଛନ୍ତି ଭୋଟଭିକ୍ଷା ।
#Dhamnagar #ByElection #camping #Bhadrak #BJP #BJD #Congress #Odisha #ArgusNews