#ଜମୁଛି_ଧାମନଗର_ପ୍ରଚାର
ଧାମନଗର ରାଜନୀତି ପାଇଁ ବଢ଼ୁଛି ତାତି। ତିନି ପ୍ରମୁଖ ଦଳର ଜୋରଦାର ପ୍ରଚାର । ବିଜେପି ସୂର୍ଯ୍ୟବଂଶୀ ସୂରଜ, ବିଜେଡିର ଅବନ୍ତୀ ଦାସ ଓ କଂଗ୍ରେସର ବାବା ହରେକୃଷ୍ଣ ସେଠୀଙ୍କ ଦମଦାର କ୍ୟାମ୍ପନିଂ। ସ୍ବାଧୀନ ପ୍ରାର୍ଥୀ ରାଜୁ ଦାସ ବି ସମର୍ଥକଙ୍କୁ ଧରି କରୁଛନ୍ତି ଭୋଟଭିକ୍ଷା। ରାଜୁଙ୍କ ଆକ୍ଟିଭନେସ ପରେ ବିଜେଡିକୁ ଘାରିଛି ଭୋଟ ବିଭାଜନ ଚିନ୍ତା।
#ByElection #dhamnagarbyelection #campaigning #Odisha #ArgusNews