#ଭବିଷ୍ୟତ_ପିଢୀ_ପାଇଁ_ସୁରକ୍ଷିତ_ରଖାଯାଉ_ମହିମା_ଗାଦି
#ଯୋରନ୍ଦା_ମହିମା_ଗାଦିର_ସୁରକ୍ଷା_ପାଇଁ_ଧର୍ମେନ୍ଦ୍ରଙ୍କ_ଆହ୍ବାନ
ଐତିହାସିକ ଯୋରନ୍ଦା ମହିମା ଗାଦିରେ ବୁଲ୍ ଡୋଜର ବୁଲିବା ପରେ ଆଜି ମହିମା ଗାଦିରେ ପହଞ୍ଚିଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ମହିମା ଗାଦିର ସୁରକ୍ଷା ପାଇଁ ଅପିଲ୍ କରିଛନ୍ତି କେନ୍ଦ୍ରମନ୍ତ୍ରୀ
#ArgusNews #UnionMinister #DharmendraPradhan #Joranda #MahimaGadi #Dhenkanal #Odisha