ବୁଷ୍ଟର ଡୋଜ ନେବାକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଅନୁରୋଧ । ଓଡ଼ିଶାର ୮୭ ପ୍ରତିଶତ ନାଗରିକ ନେଇନାହାନ୍ତି ବୁଷ୍ଟର ଡୋଜ ।ମହାମାରୀକୁ ପ୍ରତିହତ କରିବା ପାଇଁ ଏକମାତ୍ର ଅସ୍ତ୍ର ହେଉଛି ଟିକା ।
#DharmendraPradhan #boosterdose #CoronaVaccination #requested #citizens #Odisha #ArgusNews