ମା ମାନଙ୍କୁ ସମ୍ମାନ କରୁଛୁ ହେଲେ ରାଜ୍ୟରେ ବଢିଛି ମହିଳାଙ୍କ ଅପରାଧ, ବ୍ୟଭିଚାର, ଧର୍ଷଣ ବଢିଛି, ଯାହାକି ବଡ ଚିନ୍ତାର ବିଷୟ । ସରକାରର ଅସଲ ମୁଖା ଖୋଲୁଛି ବିଧାନସଭାରେ ଉପସ୍ଥାପିତ ହୋଇଥିବା ଗୃହ ବିଭାଗ ତଥ୍ୟରୁ : କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ
#ArgusNews #padampur #padampurbypoll #padampurbyelection #Odisha #DharmendraPradhan