#ପିଡୀତଙ୍କ_ପରିବାରର_ଅଭିଯୋଗ_ପରେ_ବି_ନୋ_ଆକସନ୍
#ପୋଲିସ_ସୁରକ୍ଷାରେ_ଅରୁଣ_ପ୍ରତାପ_ଦିବ୍ୟଶଙ୍କର_ଓ_ସମୀର
ବିଜେଡି ଜିଲ୍ଲା ପରିଷଦ ସଭ୍ୟ ଧର୍ମେନ୍ଦ୍ର ସାହୁ ଆତ୍ମହତ୍ୟା ଘଟଣାରେ ନୂଆମୋଡ । ଅର୍ଗସ ଷ୍ଟୁଡିଓରେ ଧର୍ମେନ୍ଦ୍ରଙ୍କ ପତ୍ନୀ କମିଶନରେଟ୍ ପୋଲିସର ତଦନ୍ତ ନେଇ ପ୍ରଶ୍ନ ଉଠାଇବା ପରେ ପ୍ରତିକ୍ରିୟା ରଖିଛନ୍ତି ଭୁବନେଶ୍ବର ଡିସିପି ପ୍ରତୀକ ସିଂହ । କହିଛନ୍ତି ଫୋରେନସିକ୍ ରିପୋର୍ଟ ଆଧାରରେ ତଦନ୍ତକୁ ଆଗକୁ ବଢାଇବ ପୋଲିସ ।
#ArgusNews #DharmendraSahoo #DeathCase #MurderMystery #Odisha #Controvercy #police