ଆରମ୍ଭ ହୋଇଯାଇଛି ୧୮ତମ କଳିଙ୍ଗ ଧଉଳି ମହୋତ୍ସବ । କାଲି ଥିଲା ଉଦଘାଟନି ସନ୍ଧ୍ୟା । ବିଶେଷ କରି ସାଂସ୍କୃତିକ ପର୍ଯ୍ୟଟନ ସ୍ଥଳିର ବିକାଶ, ଜାତୀୟ ଐତିହ୍ୟର ସୁରକ୍ଷା, ପର୍ଯ୍ୟାବରଣ ପର୍ଯ୍ୟଟନର ପ୍ରସାର କରି ଦେଶ ବିଦେଶରୁ ବହୁ ସଂଖ୍ୟକ ପର୍ଯ୍ୟଟକଙ୍କୁ ଓଡିଶାମୁଖୀ କରିବା ଏହି ମହୋତ୍ସବର ମୂଳ ଲକ୍ଷ ରହିଛି
#Bhubaneswar #Dhauli #Touristplace #DhaulikalingaFestival #ArgusNews