ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଏନଏସି ପୁରୁଣା ରେକୁଳା ଗାଁ ରେ ଦେଖା ଦେଇଛି ଝାଡ଼ା ବାନ୍ତି ଆତଙ୍କ | ଝାଡ଼ା ବାନ୍ତିରେ ଗାଁର ୬୦ ରୁ ଉର୍ଦ୍ଧ ଲୋକ ଆକ୍ରାନ୍ତ ହୋଇ କାମାକ୍ଷାନଗର ଉପଖଣ୍ଡ ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ଅନେକ ଲୋକ ଆକ୍ରାନ୍ତ ହୋଉ ଘରେ ଚିକିତ୍ସିଚିତ ହେଉଛନ୍ତି |
#ArgusNews #Dhenkanal #diarrhea #Vomiting #HealthIssue #Odisha