#ବାଜୁଛି_ନାଗୀନ_ଗୀତ_ଆଉ_ତାଳେ_ତାଳେ_ଖେଳୁଛନ୍ତି_ନାଗ_ନାଗୁଣୀ
ଆଉ ଜାଇଫୁଲର ତାଳେ ତାଳେ ପୁରା ମସଗୁଲ ପ୍ରେମୀ ଯୁଗଳ । ଗୀତର ତାଳେ ତାଳେ ଚାଲିଛି ନୃତ୍ୟ ଆଉ ନୃତ୍ୟରେ ଝୁମୁଛନ୍ତି ଦର୍ଶକ । ପୁଣି ଫେରିଛି ନବେ ଦଶକର କଣ୍ଢେଇ ନାଚ । ଢେଙ୍କାନାଳ ସଂସ୍କୃତି ସରକାରଙ୍କ ପ୍ରୋତ୍ସାହନ ଅଭାବ ହେତୁ ଆଜି ଏ କଳାର ଏମିତି ଅବସ୍ଥା ବୋଲି କହିଛନ୍ତି ନାଚ ପାର୍ଟିର ମାଲିକ ।
#ArgusNews #Dhenkanal #dolldance #public #culture #Odisha