ସରିଯାଇଛି ଢେଙ୍କାନାଳ ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା !
ଗତ କାଲି ମା'ଙ୍କର ବଡ଼ ଆଡମ୍ବରପୂର୍ଣ୍ଣ ଭାବେ ଭସାଣ ଉତ୍ସବ ହୋଇଯାଇଛି । ବିଭିନ୍ନ ପାରମ୍ପାରିକ, ଆଧୁନିକ ବାଦ୍ୟରେ କମ୍ପିଥିଲା ପୁରା ସହର । ଦଶ ଦିନର ପୂଜା ପରେ ଧରାପୃଷ୍ଠୁରୁ ବିଦାୟ ନେଇଥିଲେ ମା
#Dhenkanal #LaxmiPuja #immersion #procession #ArgusNews #Odisha