ଆରମ୍ଭ ହୋଇଛି ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ମେଳାକୁ ୧୫୦ ବର୍ଷ ପୁରିଥିବା ବେଳେ ଚଳଚଞ୍ଚଳ ହୋଇଛି ଢେଙ୍କାନାଳର ମହିମା ଗାଦି । ଲାଗିଛି ସାଧୁସନ୍ଥ ଓ ଭକ୍ତଙ୍କ ଗହଳି । ୨ ବର୍ଷ ପରେ କୋଭିଡ କଟକଣା ହଟିଥିବାରୁ ମେଳାର ମଜା ନେଉଛନ୍ତି ଲୋକେ ।
#ArgusNews #Dhenkanal #Joranda #MahimaGadi #JorondaMela #devotees #Odisha