#ମୌଳିକ_ଅଧିକାର_ପାଇଁ_ସଂଘର୍ଷ
#ନିଆଁ_ପାଣି_ବାସନ୍ଦ
ନ୍ୟାୟ ପାଇଁ 8 ବର୍ଷ ଧରି ଚାଲିଛି ସଂଘର୍ଷ । ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଥାନା ବାଉଁଶପାଳ ପଞ୍ଚାୟତ ଅନ୍ତର୍ଗତ ଟାସିରିଆଦିବାସୀ ସାହିରେ ବାସ କରୁଛନ୍ତି କୁଆଁର ଟୁଡୁ । ଏକ ଜମି ଜମା ମାମଲାକୁ କେନ୍ଦ୍ର କରି ତାଙ୍କୁ ଦୀର୍ଘ ୮ବର୍ଷ ଧରି ଗାଁରୁ ବାସନ୍ଦ କରାଯାଇଛି ।
#ArgusNews #Dhenkanal #justice #struggle #helpless #villagers #Odisha #oldman