ଗରିବ ଜୀବନର ଦାରୁଣ କଷ୍ଟ ସହ ଅସହ୍ୟ ରୋଗ ବ୍ୟାଧି !
ବଞ୍ଚିବାର ଆଶାକୁ କ୍ଷୀଣ କରି ଦେଉଛି । କଲବଲ କରି ପକାଉଛି ଯୁବାବସ୍ଥାର ଅସୁମାରୀ ଖୁସିକୁ । ହଜି ଯାଇଛି ହସ ,ମଉଳି ଯାଉଛି ସୌନ୍ଦର୍ଯ୍ୟ ,ଜରାଜୀର୍ଣ୍ଣ ହୋଇଯାଇଛି ଶରୀର । କେବଳ ବଞ୍ଚିବା ପାଇଁ ସଂଘର୍ଷ କରିବାକୁ ପଡୁଛି। ସବୁ ଚେଷ୍ଟା ବିଫଳ ପରେ ବି ମନରେ ଉଙ୍କି ମାରୁଛି ନୂଆ ଏକ ସମ୍ଭାବନା । କାମାକ୍ଷାନଗର ଗାଲୁକାଟେଣୀ ଗାଁରୁ ଆମର ଏହି ରିପୋର୍ଟ
#ArgusNews #Dhenkanal #Kamakshyanagar #NeedHelp #Treatment #Odisha