#ଅର୍ଥ_ଅଭାବରୁ_ଚିକିତ୍ସା_କରାଇପାରୁନାହାନ୍ତି_ଲୋଚନ !
ରୋଜଗାର ପାଇଁ ଟ୍ରକରେ ହେଲ୍ପର କରୁଥିବା ଯୁବକ, ଏକ ଦୁର୍ଘଟଣା ତାଙ୍କ ଗୋଡ଼ ଭାଙ୍ଗିଯିବା ପରେ ବର୍ଷେ ହେଲା ଅର୍ଥ ଅଭାବରୁ ଚିକତ୍ସା ହୋଇ ପାରୁନାହାନ୍ତି । ନିଜର ବୋଲି ତାଙ୍କର କେହି ନ ଥିବା ବେଳେ,ବଡ଼ କଷ୍ଟରେ ସମ୍ପର୍କୀୟ ଘରେ ଆଶ୍ରୟ ନେଉଛନ୍ତି ଯୁବକଜଣକ ।ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ୪ନଂ କଲୋନୀ ରୁ ଆସିଛି ଏହି ଦୁଃଖ ଭରା କାହାଣୀ
#ArgusNews #Dhenkanala #NeedHelp #Treatment #Lochansingh